ସରକାରୀ ପଲିଟେକ୍‌ନିକ, ବାଲେଶ୍ୱର,

     
କ୍ରମିକ କ୍ରମିକ
1 ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ବାଲେଶ୍ୱର ସଭାପତି
2 ଆଞ୍ଚଳିକ ଅଧିକାରୀ, ଇ.ଆର.ଓ ଏ.ଆଇ.ସି.ଟି.ଇ, କୋଲକାତା ସଭ୍ୟ
3 ନିର୍ଦ୍ଦେଶକଙ୍କ ମନୋନୀତ ବ୍ୟକ୍ତି, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ, ଓଡ଼ିଶା ସଭ୍ୟ
4 ଏସ.ସି.ଟି.ଇ ଏବଂ ଭି.ଟି.ର ମନୋନୀତ ବ୍ୟକ୍ତି, ଓଡ଼ିଶା ସଭ୍ୟ
5 ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ଦୁଇ ଜଣ ଅଧ୍ୟାପକ ସଭ୍ୟ
6 ସେ ଅଞ୍ଚଳର ଜିଲ୍ଲା ନିୟୋଜନ ଅଧିକାରୀ ସଭ୍ୟ
7 ଜିଲ୍ଲା ମଙ୍ଗଳ ଅଧିକାରୀ ସଭ୍ୟ
8 ସେ ଅଞ୍ଚଳର ଖଣ୍ଡୀୟ ନିର୍ବାହୀ ଯନ୍ତ୍ରୀ ( ରାସ୍ତା ଓ କୋଠାବାଡ଼ି) ସଭ୍ୟ
9 ସେ ଅଞ୍ଚଳର ଖଣ୍ଡୀୟ ନିର୍ବାହୀ ଯନ୍ତ୍ରୀ (ପି.ଏଚ./ଆର.ଡବ୍ଲୁ.ଏସ.ଏସ.) ସଭ୍ୟ
10 ୧୦ ନିର୍ଦ୍ଦେଶକ ସଂଚାଳନ- ଇମାମି ପେପର୍ ମିଲ୍, ବାଲ୍ ଗୋପାଳପୁର, ବାଲେଶ୍ୱର ସଭ୍ୟ
11 ୧୧ ଅଧ୍ୟକ୍ଷ, ସରକାରୀ ପଲିଟେକ୍‌ନିକ, ବାଲେଶ୍ୱର ସଭ୍ୟ ସଚିବ